ସନ୍ନି ଲିଓନଙ୍କ ଫ୍ୟାନଙ୍କୁ ଝଟ୍‌କା: ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ ବେଙ୍ଗାଲୁରୁ ଗସ୍ତ ଉପରେ ରୋକ୍‌

ବେଙ୍ଗାଲୁରୁ: ନୂଆବର୍ଷ ଉପଲକ୍ଷେ ବେଙ୍ଗାଲୁରରେ ହେବାକୁ ଥିବା ‘ସନ୍ନି ନାଇଟ୍‌’ କାର୍ଯ୍ୟକ୍ରମରେ ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ସାମିଲ୍‌ ହେଲେ ଆମେ ଗଣ ଆତ୍ମହତ୍ୟା କରିବୁ ବୋଲି କର୍ଣ୍ଣାଟକ ରକ୍ଷଣ ବୈଦିକ୍‌ ଯୁବ ସେନା ଧମକ ଦେବାପରେ ଏହି କାର୍ଯ୍ୟକ୍ରମରେ ସନ୍ନିଙ୍କ ଯୋଗଦାନ ଉପରେ ନିଷେଧାଦେଶ ଲଗାଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକର ଗୃହମନ୍ତ୍ରୀ ଆର୍‌.ରାମଲିଙ୍ଗା ରେଡ୍ଡୀ କହିଛନ୍ତି କି, ‘ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା … Continue reading ସନ୍ନି ଲିଓନଙ୍କ ଫ୍ୟାନଙ୍କୁ ଝଟ୍‌କା: ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ ବେଙ୍ଗାଲୁରୁ ଗସ୍ତ ଉପରେ ରୋକ୍‌